ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ଅଲ ଓଡିଶା ମିନିଟ୍ରକ ମାଲିକ ମହାସଂଘର ସମସ୍ତ କର୍ମକର୍ତାଙ୍କ ମିଳିତ ପ୍ରଚେଷ୍ଟାରେ ପୁରୀ ରେଳ ଷ୍ଟେସନ ପାଖରେ ୫୦ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ଓ ଜଳସେବା:Ommtv Kalinga Vikas

ପୁରୂ : ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ଅଲ ଓଡିଶା ମିନିଟ୍ରକ ମାଲିକ ମହାସଂଘର ସମସ୍ତ କର୍ମକର୍ତାଙ୍କ ମିଳିତ ପ୍ରଚେଷ୍ଟାରେ ପୁରୀ ରେଳ ଷ୍ଟେସନ ପାଖରେ ୫୦ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ଓ ଜଳସେବା ସହିତ ୩୦ ହଜାର ଭକ୍ତଙ୍କ ପାଇଁ ଜୁସ ବଣ୍ଟନ ଭଳି ଏକ ମହତ କାର୍ଯ୍ୟକ୍ରମ ସେଇ ପ୍ରଭୁ କାଳିଆ ସାଆନ୍ତଙ୍କ ଆଦେଶରେ ସଫଳ ରୂପେ ଅନୁଷ୍ଠିତ ହୋଇଯାଇଛି |

ଏହିଭଳି ଏକ ମହତ କାର୍ଯ୍ୟକୁ ସୁଚାରୁରୂପେ ସମ୍ପର୍ଣ୍ଣ କରିବାପାଇଁ ପୁରୀ ପ୍ରଶାସନ ଆମ୍ଭମାନଙ୍କୁ ବେଶ ସାହାର୍ଯ୍ୟ ଓ ସହଯୋଗ କରିଥିବାରୁ ପ୍ରଶାସନର ସମସ୍ତ କର୍ମକର୍ତ୍ତାଙ୍କୁ ଅଲ ଓଡିଶା ମିନିଟ୍ରକ ମାଲିକ ମହାସଂଘ ଧନ୍ୟବାଦ ଜଣାଉଛି | ଉକ୍ତ ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମରେ ଅଲ ଓଡ଼ିଶାର ୪ ଶହ ଉର୍ଦ୍ଧ କର୍ମକର୍ତା ଉପସ୍ଥିତ ରହିଥିଲେ ।
ଉକ୍ତ ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମରେ ଅଲ ଓଡ଼ିଶାର ଚାରିସହ ୪୦୦ରୁ ଉର୍ଦ୍ଧ କର୍ମକର୍ତା ଉପସ୍ଥିତ ରହିଥିଲେ. ସେମାନଙ୍କମଧ୍ୟରୁ ମହାସଂଘର ସଭାପତି ବଳରାମ ମହାପାତ୍ର, ସମ୍ପାଦକ ରଞ୍ଜିତ ମିଶ୍ର, ସହ ସମ୍ପାଦକ ସନ୍ଟୁନୁ ଚୌଦୁରୀ, କାର୍ଯ୍ୟକାରୀ ସଭାପତି ବିରଞ୍ଚି ସାହୁ, ଯୁଗ୍ମ ସମ୍ପାଦକ ରାଜୀବ ପରିଡା, ମନୋଜ ସାହୁ, ଅଜୟ ଓଝା, କୋଷଦକ୍ଷ ରାକେଶ କୁମାର ସିନ୍ହା, ଉପସଭାପତି ଉମେଶ ଚନ୍ଦ୍ର ସାହୁ, ବଚୁ ତ୍ରିପାଠୀ, କେଶବ ସାହୁ, ବାଲେଶ୍ୱର ଜିଲ୍ଲା ସଭାପତି ହରେନ୍ଦ୍ର ନାୟକ,
ବ୍ରହ୍ମପୁର ଜିଲ୍ଲା ସଭାପତି ହରିହର ପାତ୍ର ବାବୁଲା ବିଶୋଇ ଓ ବାଲ୍ୟକୃଷ୍ଣ ପଣ୍ଡା, ସମ୍ବଲପୁରର ସଭାପତି ଗଣେଶ ସାହୁ, ଅନୁଗୁଳରୁ ଦୀପକ ସାହୁ, ଲାଲମୋହନ ଦାସ, ଦୁଷ୍ମନ୍ତ ସାହୁ, କୁମାର ସାହୁ, ସାରଦା ଦାସ, ସନ୍ତୋଷ ପ୍ରଧାନ ଏବଂମହାସଂଘର ଆଗଧାଡିର ସଦସ୍ୟ ଶିବ କୁମାର ସାମନ୍ତରାୟ, ଚନ୍ଦନ ପାତ୍ର, ଜିତେନ୍ଦ୍ର ମଙ୍ଗରାଜ, ଭାସ୍କର ମହାରଣା, ମୁନୁ ନାୟକ, ଅରୁଣ ଦାସ, ଗୋପବନ୍ଧୁ ରାଉତରାୟ, କାଳୁ ପାଇକେରାୟ, ବ୍ରଜକିଶୋର ସାହୁ, ସୁଦାମ ସାହୁ, ଦୀନେଶ କୁମାର ସାହୁ, ସତ୍ୟାନନ୍ଦ ଦଳବେହେରା, ଦିବାକର ନାୟକ, ପ୍ରଶାନ୍ତ ପାଇକେରାୟ, ସୁରଶ ଭୋଳ, ବିକାଶ ସାହାଣୀ, ଦୀପକ ସାହୁ, ପ୍ରଶାନ୍ତ ଦାସ, ପ୍ରଶାନ୍ତ ସାହୁ, ଦିଲ୍ଲୀପ ମହାପାତ୍ର, ନିଶିକାନ୍ତ ସାମଲ,
ଜଗନ୍ନାଥ ସାହୁ, ଶଙ୍କର ଦାସ,ଚିତ୍ରସେନ ବେହେରା , ବିଭୁଦତ ମିଶ୍ର, ଦିଲୀପ ସେଠି, ବସନ୍ତ ସ୍ୱାଇଁ, ଶଙ୍କର ଦାସ , ସପ୍ରିୟବ୍ରତ ସ୍ୱାଇଁ ରଥଯାତ୍ରା ସଂଯୋଜକ -ଅମରଜିତ ସ୍ୱାଇଁ ଙ୍କ ସହିତ ୪୦୦ କର୍ମ କର୍ତା ଉପସ୍ଥିତ ଥିଲେ ଏବଂ ଡ୍ରାଇଭର ମହାସଂଘ ର କୋଷାଧକ୍ଷ -ଆଦିତ୍ୟ ପ୍ରସାଦ ବେହେରା ଏବଂ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସାହାର୍ଯ୍ୟ ସହଯୋଗ ଦ୍ୱାରା ଉକ୍ତ ଜନମଙ୍ଗଳ କାର୍ଯ୍ୟ ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ |