ମରଣ ଯନ୍ତା ପାଲିଟିଛି ଲାଞ୍ଜିଗଡ ଠାରୁ ଦହିଖାଲ ମୁଖ୍ୟ ରାସ୍ତା :Ommtv Kalingavikas

ମରଣ ଯନ୍ତା ପାଲିଟିଛି ଲାଞ୍ଜିଗଡ ଠାରୁ ଦହିଖାଲ ମୁଖ୍ୟ ରାସ୍ତା :Ommtv Kalingavikas

ମରଣ ଯନ୍ତା ପାଲିଟିଛି ଲାଞ୍ଜିଗଡ ଠାରୁ ଦହିଖାଲ ମୁଖ୍ୟ ରାସ୍ତା :Ommtv Kalingavikas

ମରଣ ଯନ୍ତା ପାଲିଟିଛି ଲାଞ୍ଜିଗଡ ଠାରୁ ଦହିଖାଲ ମୁଖ୍ୟ ରାସ୍ତା :Ommtv Kalingavikas

କଳାହାଣ୍ଡି ଜିଲ୍ଲା,୧୩/୦୭ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ କଳାହାଣ୍ଡି ଲାଞ୍ଜିଗଡ ଠାରୁ ରାୟଗଡ ଜିଲ୍ଲା ଦହିଖାଲ ସଂଯୋଗ କରୁଥିବା ୧୪ କିଲୋମିଟର ଗ୍ରାମ ଉନ୍ନୟନ ବିଭାଗର ମୁଖ୍ୟ ରାସ୍ତା ମରଣଯନ୍ତା ପାଲିଟିଛି I ଲାଞ୍ଜିଗଡ ବ୍ଲକର ସମସ୍ତ ଜନସାଧାରଣ ପୋଡ଼ଶୀ ରାୟଗଡା ଜିଲ୍ଲା ମୁନିଗୁଡା ମାର୍କେଟ ଉପରେ ବେପାର ବାଣିଜ୍ୟ ପାଇଁ ନିର୍ଭର କରିଥାନ୍ତି I ଏଇ ରାସ୍ତାରେ ଦେଇ ପାଖରେ ବା ୪୦ କିଲୋମିଟର ଦୂରରେ ବିଷମକଟକ ଖ୍ରୀଷ୍ଟିଆନ ଡାକ୍ତର ଖାନା ଉପରେ ଲାଞ୍ଜିଗଡ ସହସହ ରୋଗୀ ନିର୍ଭର କରିଥାନ୍ତି I ତାପରେ ଏଇ ରାସ୍ତା ଦେଇ ବ୍ରହ୍ମହପୁର, ବିଶାଖାପାଟଣା ଡାକ୍ତରଖାନା କୁ ଯାଇଥାନ୍ତି I ତତ ସଙ୍ଗେ ସଙ୍ଗେ ପାଖ ପଡୁଥିବା ମୁନିଗୁଡା ରେଲୱେ ଷ୍ଟେସନକୁ ଯାଇ ସମସ୍ତ ଦୂର ଦୁରାନ୍ତକୁ ଯିବା ଆସିବା ପାଇଁ ସୁବିଧା ହୋଇଥାଏ I ଲାଞ୍ଜିଗଡ ଠାରୁ ମୁନିଗୁଡା ଲାଇଫଲାଇନ ଏଇ ମୁଖ୍ୟ ରାସ୍ତା ଉପରେ ସମସ୍ତ ନେତା ଯାଇଥାନ୍ତି କିନ୍ତୁ କୌଣସି ବଡ଼ ବଡ଼ିଆ ହୋଉ ବା ସରକାରି ବାବୁଙ୍କ ଦୃଷ୍ଟି ପଡ଼ୁନାହିଁ I ଏଇ ରାସ୍ତା ଖରାପ ଥିବା ହେତୁ ମରଣIତ୍ମକ ଦୁର୍ଘଟଣା ମାନ ଘଟୁଛି I ଏହି ରାସ୍ତା ଦେଇ ବେଦାନ୍ତର ଉଚ୍ଚ କତୃପକ୍ଷ ମଧ୍ୟ୍ୟ ଯାଇଥାନ୍ତି ଓ ବେଦାନ୍ତର ସହ ସହ ଭାରି ଓଜନିଆ ଗାଡି ଚାଲିଥାଏ ଯାହା ଫଳରେ ରାସ୍ତା ଖରାପ କରିଦିଏ, ବେଦାନ୍ତ କମ୍ପାନୀ ଡିବିଡିବି ମାରି କହୁଛିଯେ ମୋର ସିଏସାରରେ ବୋହୁ ଉର୍ନତି ମୂଳକ କାମ ହେଉଛି କିନ୍ତୁ ଲାଞ୍ଜିଗଡ ବ୍ଲକ ଆଞ୍ଚଳରେ ସିଏସାର କାମ ପୁରା ଜିରୋ ବେଦାନ୍ତ କମ୍ପାନୀ ସିଏସାର ଟିମ ଏସି ରୁମରେ ବସୀ ଲାଞ୍ଜିଗଡ ଆଞ୍ଚଳ ବାସୀଙ୍କୁ ଭୁଆ ବୁଲାଉଛନ୍ତି I ଲାଞ୍ଜିଗଡ ଅଞ୍ଚଳ ବାସୀ କହିବା କଥାଯେ ଯଦି ଏଇ ରାସ୍ତାକୁ ଯଥାଶୀଘ୍ର କାମ କରା ନ ଯାଏ ତେବେହେଲେ ଭବିଷ୍ୟତରେ ଏହା ବଡ଼ ଆନ୍ଦୋଳନରେ ପରିଣିତ ହେବାକୁ ଯାଉଛି I