ଲାଞ୍ଜିଗଡ ବେଦାନ୍ତ କମ୍ପାନୀ ଓ ରକ୍ଷIଣ ବେକ୍ଷIଣ କମ୍ପାନୀ ଚେନେଇ ରାଧା ପାଇଁ ଜନସାଧାରଣ ହନ୍ତ ସନ୍ତ :Ommtv Kalinga Vikas
ଲାଞ୍ଜିଗଡ ବେଦାନ୍ତ କମ୍ପାନୀ ଓ ରକ୍ଷIଣ ବେକ୍ଷIଣ କମ୍ପାନୀ ଚେନେଇ ରାଧା ପାଇଁ ଜନସାଧାରଣ ହନ୍ତ ସନ୍ତ :Ommtv Kalinga Vikas
ଲାଞ୍ଜିଗଡ ବେଦାନ୍ତ କମ୍ପାନୀ ଓ ରକ୍ଷIଣ ବେକ୍ଷIଣ କମ୍ପାନୀ ଚେନେଇ ରାଧା ପାଇଁ ଜନସାଧାରଣ ହନ୍ତ ସନ୍ତ :Ommtv Kalinga Vikas
କଳାହାଣ୍ଡି ଜିଲ୍ଲା, ୧୮/୦୯ (କ,ବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଗୁରୁବାର ଦିନ ୧୨ ଘଣ୍ଟା ୧୪ ମିନିଟ ସମୟରେ ଲାଞ୍ଜିଗଡ ଠାରେ ଥିବା ବେଦାନ୍ତ କମ୍ପାନୀର ଆସ ପାଇପ ଲାଇନ ଫାଟି ସମସ୍ତ ବିଷାକ୍ତ ଆସ ପାଣି ସବୁ ଲାଞ୍ଜିଗଡ ଦେଇ ବୋହି ଯାଉଥିବା ବଂଶଧାରI ନଦୀରେ ମିଶି ଯାଉଅଛି I ଯାହାଫଳରେ ସେହି ଆସ ପାଇପ ଲାଇନ ରକ୍ଷIଣ ବେକ୍ଷIଣ ପାଇଁ ପନ୍ଦର ରୁ କୋଡିଏ ବର୍ଷ ହେଲା ଚେନେଇ ରାଧା କମ୍ପାନୀ କାମ କରି ଆସୁଅଛି, କିନ୍ତୁ ଆଜି ୧୨ ଘଣ୍ଟା ୧୪ ମିନିଟ ସମୟରେ ଆମେ ନିଜେ ଯାଇ ଦେଖିଲୁ ବୁଣ୍ଡେଲ ଗ୍ରାମ ଠାରୁ କିଛି ଦୂରରେ ଯାଇଥିବା ଆସ ପାଇପ ଲାଇନ ଫାଟି ଯାଇଛି ଯାହାଫଳରେ ସେହି ପାଇପ ଫାଟିବା ଫଳରେ ବଂଶଧାରା ପାଣିରେ ବିଷାକ୍ତ ଆସ ପାଣି ଆସି ମିଶି ଯାଇଛି I

ଯାହା ଫଳରେ ସେ ପାଣିକୁ ନୀତି ବ୍ୟବହାର କରୁଥବା ଲୋକ ନଦୀ ଉପରେ ନିର୍ଭର କରୁଥିବା ଗ୍ରାମ ଗୁଡିକ ଛତ୍ରପୁର, ହରେକୃଷ୍ଣପୁର, ବାଣୀପଙ୍ଗା, ନିଆଳି, ଗୋପୀନାଥପୁର ଗ୍ରାମ ବାସୀ କହିବା କଥା ଯେ ଏଇଟା ନୂଆ କଥା ନୁହଁ ବେଦାନ୍ତ ରକ୍ଷIଣ ବେକ୍ଷIଣ ଦାଇତ୍ୱ ନେଇ ଥିବା କମ୍ପାନୀମାନେ ହିଁ ଦାୟୀ ଅଟନ୍ତି I ଗତକାଲି ନାଲି ବିଷାକ୍ତ କଷ୍ଟିକ ପାଣି ଛାଡଯIଇଥିଲା,କେତେବେଳେ ଛାଡ଼ୁଛନ୍ତ କଷ୍ଟିକ ବିଷାକ୍ତ ପାଣି ବା ନାଲି ପାଣି ଆଉ କେତେବେଳେ ଛାଡ଼ୁଛନ୍ତି ଆସ ବିଷାକ୍ତ ପାଣି ଓ ଆଉ କେତେବେଳେ କୋଇଲାର କଳା ପାଣି ଯାହା ଫଳରେ ଜନସାଧାରଣ ଏହି ବିଷାକ୍ତ ପାଣି ପାଇଁ ଅତିଷ୍ଟ ହୋଇ ପଡିଲେଣି I ଯାହା ସର୍ବ ଜନସାଧାରଣ କହିବା ମତଯେ ଏଇ ବେଦାନ୍ତରେ ରକ୍ଷIଣ ବେକ୍ଷIଣ ପୁରୁଣା କରଥିବା କମ୍ପାନୀ ଗୁଡିକ କୁ କାଢି ନୂଆ କମ୍ପାନୀ କିଛି ଆଣି ଦଶ ବର୍ଷକୁ ଥରେ ବେଦାନ୍ତ ମୁଖ୍ୟ କମ୍ପାନୀ ନିଜେ ପରିବର୍ତ୍ତନ କରେଇବା କଦରକାର I ଆଉ ତତ ସଙ୍ଗେ ସଙ୍ଗେ ଆସ ପାଇପ ଲାଇନକୁ ପ୍ରତେକ ତିନି ବର୍ଷରେ ଥରେ ନୂତନ ପାଇପ ଲାଇନ ପରିବର୍ତ୍ତନ କରିବା କଥା କିନ୍ତୁ ଯେଉଁ ଆରମ୍ଭରୁ ପାଇପ ଲାଇନ ପଡିଥିଲା ଏବେବି ସେ ପାଇପ ଲାଇନ ପଡିଛି କିନ୍ତୁ ଆଜି ପର୍ଯ୍ୟନ୍ତ ଚେନେଇରାଧା କମ୍ପାନୀ ବା ମୁଖ୍ୟ କମ୍ପାନୀ ବେଦାନ୍ତ ନୂତନ ପାଇପ ଲଗେଇବI ପାଇଁ ନା ଗନ୍ଧ ଧରୁନି ଖାଲି ପାଇପ ଲାଇନକୁ ଫାଟିଲେ ମରାମତି କରି ଚାଲିଛି I ବେଦାନ୍ତ କମ୍ପାନୀରେ ଥିବା ରକ୍ଷIଣ ବେକ୍ଷIଣ କମ୍ପାନୀମାନେ ବିଷାକ୍ତ ପାଣି ଛାଡିବା ଫଳରେ ଆମର ହିଁ ବୋହୁତ କିଛି କ୍ଷତି ହେଉଛି ଯାହାଫଳରେ ଲୋକଙ୍କ ଏଇ ପାଣି ବ୍ୟବହାର କରିବା ଫଳରେ ମଣିଷଙ୍କ ଦେହ ଖରାପ ହୋଇ କୁଣ୍ଡେଇ ହୋଇ ଘା ହେଉ ଯାଉଛି ତ ଆଉ କେତେବେଳେ ଗାଇ, ଗୁରୁ,ଛେଳି,ମେଣ୍ଢା ଏଇ ପାଣି ପି ଝାଡା ବାନ୍ତି ହେଉଯାଉଛନ୍ତି I ଚେନେଇରାଧା କମ୍ପାନୀ ଆମ ବଂଶୀଧIରା ନଦୀରେ ପ୍ରତେକ ବର୍ଷ ଦୁଇଥର ତିନିଥର ଆସ ପାଣି ଛାଡୁଚି ଯଦି ଆଜି ଯେଉଁ ବିଷାକ୍ତ ଆସ ପାଣି ପାଇଁ ଚେନେଇରାଧା କମ୍ପାନୀ ଓ ବେଦାନ୍ତ କମ୍ପାନୀ ସମାନ ଦାୟୀ ଅଟନ୍ତି,କାଲି ବଂଶଧାରାରେ ଆସିଥିବା ନାଲି ବିଷାକ୍ତ କଷ୍ଟିକ ପାଣି ପାଇଁ କିଏ ଦାୟୀ ? ଗତକାଲି ଛଡIଯIଇଥିବା ନାଲି ବିଷାକ୍ତ କଷ୍ଟିକ ପାଣି ପ୍ରୋସେସ ୱାଟର ଲେଗରୁ ଛଡା ଯାଇଥିଲା I ତେଣୁକରି ଆଜି ସେଥିପାଇଁ ବେଦାନ୍ତ କମ୍ପାନୀ ଓ ସହଯୋଗୀ ଚେନେଇରାଧା କମ୍ପାନୀ ହିଁ ଦାୟୀ ରହିବ ବୋଲି ଆମ ଆଘରେ ଗ୍ରାମ ବାସୀ ପରି ପ୍ରକାଶ କରିଛନ୍ତି I ଜନସାଧାରଣ କହିବା କଥା ଯେ ଭବିଷ୍ୟତରେ ଏଇ ପ୍ରକାର ବେଦାନ୍ତ ସହଯୋଗ କମ୍ପାନୀ ମାନେ କରନ୍ତି ତେବେ ହେଲେ ଆମ୍ଭେମାନେ ବେଦାନ୍ତ କମ୍ପାନୀର ମୁଖ୍ୟ ଫାଟକ ବନ୍ଦ କରି ଧାରଣାରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି I
