ଶେଷ ହେଲା ଆଇଏନ୍ଡବ୍ଲୁଇସି ରଜ ମଉଜ ୨୦୨୬
ଭୁବନେଶ୍ବର୧୪/୬: ବ୍ୟଞ୍ଜନ, ସାହିତ୍ୟ, ଫ୍ୟାସନ୍, ସିନେମା, ହାସ୍ୟରସ ଓ ସଂଗୀତ ଜରିଆରେ ଓଡ଼ିଶାର ସଂସ୍କୃତିକ ସମୃଦ୍ଧି ପାଳନ ସହିତ ମହା ଆଡ଼ମ୍ବର ସହକାରେ ତ୍ରି-ଦିବସୀୟ ଆଇଏନ୍ଡବ୍ଲୁଇସି ରଜ ମଉଜ ୨୦୨୬ ଶେଷ ହୋଇଛି। ଏଥିରେ ଉଦ୍ୟମିତା, ଗୋଷ୍ଠୀଗତ ଅଂଶଗ୍ରହଣ ଏବଂ ଭୋକାଲ୍ ଫର୍ ଲୋକାଲ୍ ଉତ୍ସାହ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଓଡ଼ିଶା ସରକାରଙ୍କ ଗୃହ, ଶିଲ୍ପ, ସୂଚନା ଓ ଜନସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ଇପିକଲ୍ର ଅଧ୍ୟକ୍ଷ ଶ୍ରୀ ହେମନ୍ତ ଶର୍ମା। ଉଦ୍ୟେମିତା, ସ୍ଥାନୀୟ ଉଦ୍ୟୋଗ ଓ ଗୋଷ୍ଠୀଗତ ଅଂଶଗ୍ରହଣକାରୀଙ୍କ ଅଭିବୃଦ୍ଧି କରିବା ସହିତ ଓଡ଼ିଶାର ଐତିହ୍ୟ ପ୍ରଚାର ପ୍ରସାର ପାଇଁ କରାଯାଉଥିବା ଏତାଦୃଶ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ। ତାଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଆଇସିସି ଓଡ଼ିଶାର ଅଧ୍ୟକ୍ଷ ରାଜୀବ ସାହୁ, ଆଇଏନ୍ଡବ୍ଲୁସିର ଆବାହକ ସ୍ବାତୀ କେଜ୍ରିୱାଲ୍, ଓ ଆଇଏନ୍ଡବ୍ଲୁସିର ସହ-ଆବାହକ ସୁମା ଦେବୀ ଦାଶ।
ଆଇଏନ୍ଡବ୍ଲୁସିର ଆବାହକ ସ୍ବାତୀ କେଜ୍ରିୱାଲ୍ କହିଲେ ଯେ ରଜ ମଉଜ ଅନ୍ତରାଳରେ ଥିବା ଦୂରଦୃଷ୍ଟି ସଦାସର୍ବଦା ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା, ସ୍ଥାନୀୟ କାରିଗରଙ୍କୁ ସହାୟତା ଦେବା ଓ ସଂସ୍କୃତି ଜରିଆରେ ବିଭିନ୍ନ ସମ୍ପ୍ରଦାୟଙ୍କୁ ଏକତ୍ର କରିବା। ସେ ଆହୁରି ମଧ୍ୟ କହିଲେ ଯେ ଉତ୍ସବ ପ୍ରତି ମିଳୁଥିବା ବ୍ୟାପକ ସମର୍ଥନ ଦର୍ଶାଉଛି ଯେ ଓଡ଼ିଶାର ବର୍ଦ୍ଧିଷ୍ଣୁ ସର୍ଜନାତ୍ମକ ଅର୍ଥନୀତି ଓ ଉତ୍ତର ପିଢ଼ିଙ୍କ ନିମନ୍ତେ ତା’ର ଐତିହ୍ୟ ସଂରକ୍ଷଣ ଓ ଉନ୍ନତି ମିଳିତଭାବେ ବଜାୟ ରଖିବାକୁ ପ୍ରତିବଦ୍ଧ ହେବା।
ଏହି ଉତ୍ସବରେ ଭାଷା, ସାହିତ୍ୟ ଓ ସାଂସ୍କୃତିକ ପରିଚୟ ଉପରେ ଗୁରତ୍ବାରୋପ କରି ବିଶେଷ ଅଭିଭାଷଣ ପ୍ରଦାନ କରିଥିଲେ ବିଶିଷ୍ଟ ଲେଖିକା ଡକ୍ଟର ପ୍ରତିଭା ରାୟ। ଭବିଷ୍ୟତ ପିଢ଼ି ପାଇଁ ଓଡ଼ିଆ ଐତିହ୍ୟ ବଳିଷ୍ଠ ଓ ସଂରକ୍ଷିତ କରି ରଖିବା ଉପରେ ସେ ଗୁରୁତ୍ବ ଦେଇଥିଲେ।
ଏହାଛଡ଼ା, ବିଶିଷ୍ଟ ଲେଖକ ଦାଶ ବେନହୁର, ଆଇଆଇଟିଟିଏମ୍ର ପ୍ରଫେସର୍ ଆଦ୍ୟାଶା ଦାସ, ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରାଳୟ, ଆଇଏନ୍ଟିଏସିଏଚ୍ର ସହ- ଆବାହକ, ୱାର୍ଲଡ୍ ଟୁରିଜିମ୍ ଆସୋସିଏସନ୍ ଫର୍ କଲ୍ଚର୍ ଆଣ୍ଡ୍ ହେରିଟେଜ୍ ‘ଆଗାମୀକାଲି ନିମନ୍ତେ ମାତୃଭାଷା ୨.୦: ପରିଚିତି, ସଂସ୍କୃତି ଓ ଓଡ଼ିଆ ଭାଷା ଉପରେ ଆୟୋଜିତ ଏକ ଭାବନା-ଉଦ୍ରେକକାରୀ ବିତର୍କରେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ଶେଷଦିନରେ ‘ପିଠା ଓ ମିଠା- ଓଡ଼ିଆ ରଜ ବ୍ୟଞ୍ଜନ’ ଓ ‘ରଜ ସଜ ବାଜ’ ଉପରେ କର୍ମଶାଳା ଆୟୋଜିତ ହୋଇଥିଲା l
INWEC Raja Mauja 2026 Concludes with a Grand Celebration of Odisha’s Culture, Creativity, Entrepreneurship and Vocal for Local
Bhubaneswar : The three-day INWEC Raja Mauja 2026 concluded on a vibrant note,
celebrating Odisha’s cultural richness through food, literature, fashion, cinema, comedy and music, while
strongly highlighting entrepreneurship, community participation, and the spirit of Vocal for Local.
Organized by the Indian Chamber of Commerce Women Entrepreneurship Council (INWEC) under the
aegis of the Indian Chamber of Commerce (ICC), the festival brought together eminent personalities
from administration, literature and culture, creating a powerful platform for dialogue and cultural
exchange.
The event was graced by Shri Hemant Sharma, IAS, Additional Chief Secretary - Home Department,
Industries Department, Information & Public Relations (I&PR) Department and Chairman (Additional
charge), IPICOL, Government of Odisha, who appreciated the initiative for promoting Odisha’s heritage
while fostering entrepreneurship, local enterprise, and community engagement. He was joined by Shri
Rajib Sahoo, Chairman, ICC Odisha; Swati Kejriwal, Convener, INWEC; and Suma Devi Dash, Co-
Convener, INWEC.
Speaking on the occasion, Shri Hemant Sharma, IAS described “INWEC Raja Mauja 2026 as a meaningful
initiative that showcases Odisha’s cultural richness while strengthening entrepreneurship and community
engagement. He commended INWEC and ICC for creating a space where culture, creativity, and
commerce come together seamlessly.”
Ms. Swati Kejriwal, Convener, INWEC, noted that “The vision behind Raja Mauja has always been to
empower women entrepreneurs, support local artisans, and bring communities together through culture.
She added that the overwhelming response to the festival reflects the growing strength of Odisha’s
creative economy and the shared commitment to preserving and promoting its heritage for future
generations.”
A major highlight of the festival was the presence of Dr. Pratibha Ray, Eminent Writer, Jnanpith Laureate,
Padma Bhushan, PadmaShri, who delivered a special address reflecting on the importance of language,
literature, and cultural identity, emphasizing the need to preserve and strengthen Odia heritage for
future generations.
The intellectual discourse was further enriched by Shri Dash Benhur, Odia Author, Educator & Sahitya
Akademi Award-winning Literary Icon, along with Ms. Adyasha Das, Professor-IITTM, Ministry of Tourism,
Government of India, Co-convener, INTACH, Advisory Board Member, World Tourism Association for
Culture and Heritage, who participated in a thought-provoking panel discussion on “Matrubhasha 2.0:
Identity, Culture & Odia Language for Tomorrow.”
The concluding day also featured curated workshops such as “Pitha O Mitha – Odia Raja Foods” and
“Raja Saja Baja,” along with a vibrant showcase of artisans and women-led enterprises. Cultural
programming included fashion presentations by SUTA, Debz Select, and Duhita Manav, a comedy
performance by Krishna Rout and Team, a special screening and promotion of the Odia film Murabi, and
a high-energy performance by Patent Medicine, culminating in a grand musical finale by Prakruti.
With enthusiastic participation from citizens, artisans, entrepreneurs, and cultural enthusiasts, INWEC
Raja Mauja 2026 emerged as a significant platform celebrating Odisha’s traditions, talent, entrepreneurship, and creative spirit, strengthened by the presence and insights of its eminent