ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲ ୨୦୨୫’ : Ommtv Kalinga Vikas

BBSR (KV): ନେଟ୍‌ୱର୍କ ଇଭେଣ୍ଟସ୍ ଆଣ୍ଡ୍ ପ୍ରମୋସନ୍ସ୍ ଏବଂ କ୍ରିଷ୍ଟାଲ କ୍ରାଉନ ସହ ସହଭାଗିତାରେ ଆସନ୍ତା ୨୯ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ପଟିଆସ୍ଥିତ କ୍ରିଷ୍ଟାଲ କ୍ରାଉନରେ ଅନୁଷ୍ଠିତ ହେବ ନବରାତ୍ରି ମହୋତ୍ସବ ଦାଣ୍ଡିଆ କାର୍ଣ୍ଣିଭାଲ ୨୦୨୫। ତିନି ରାତିରେ ଉତ୍ସାହ ସହ ଆକର୍ଷଣୀୟ ବଲିଉଡ଼ ଓଲିଉଡ଼ କଳାକାରଙ୍କ ଦ୍ବାରା ନୃତ୍ୟ, ଲାଇଭ ମ୍ୟୁଜିକ ହେବ। ଏହି ଦାଣ୍ଡିଆ କାର୍ଣ୍ଣିଭାଲ ମୁଖ୍ୟ ଆକର୍ଷଣରେ ସେଲିବ୍ରିଟି ଗାୟକ, ଲୋକପ୍ରିୟ ଡିଜେ, ଲାଇଭ ବ୍ୟାଣ୍ଡ୍ ଓ ପାରମ୍ପରିକ ପଞ୍ଜାବୀ ଡୋଲ ଷ୍ଟାର ନାଇଟ୍ ରହିବ। ଏହି କାର୍ଯ୍ୟକ୍ରମ ବିଷୟରେ ଆଜି ଆୟୋଜକ ସାମ୍ବାଦିକ ସମ୍ମିଳନୀରେ ଇଭେଣ୍ଟ ଆୟୋଜକ ଚନ୍ଦନ ନାୟକ, ହୋଟେଲ ଜିଏମ ରମେଶ ସିଂ କନ୍ଦାରୀ, ଓଡ଼ିଆ ଅଭିନେତ୍ରୀ ଲିପସା ମିଶ୍ର, ପ୍ରିୟଙ୍କା ପାଣିଗ୍ରାହୀ, ହୋଟେଲ ନିର୍ଦେଶକ ନିକଲାସ ମହାନ୍ତି ଏବଂ ଜୁନିୟର ସେଫ୍‌ ଜୀବନ କୃଷ୍ଣ ଦାଶ ଉପସ୍ଥିରହି କାର୍ଯ୍ୟକ୍ରମ ସମ୍ପର୍କରେ ଜଣାଇ ଏହା ଦେୟ ମୁକ୍ତ ନୁହେଁ ବୋଲି କହି ଟିକେଟଗୁଡ଼ିକର ମୂଲ୍ୟ ବିଷୟରେ ଜଣାଇଥିଲେ।