ପଣ୍ଡା ମାଡ଼ାମଙ୍କ ଢ଼ୋ’ଟିଭିରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯ୍ୟାତନା :Ommtv Kalinga Vikas
ପଣ୍ଡା ମାଡ଼ାମଙ୍କ ଢ଼ୋ’ଟିଭିରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯ୍ୟାତନା :Ommtv Kalinga Vikas
ପଣ୍ଡା ମାଡ଼ାମଙ୍କ ଢ଼ୋ’ଟିଭିରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯ୍ୟାତନା :Ommtv Kalinga Vikas

ଚାପିଦେବାପାଇଁ ବଡ଼ ପ୍ରୟାସ ଫସର ଫାଟିଲା...
ଭୁବନେଶ୍ବର, ୨୧/୫(କବି): କାହାଘରେ କଳିହେଲେ ପ୍ରତନିଧି ପଠେଇ ମୁଦେଇ ମୁଦାଲାଙ୍କ ମୁହଁରେ ବୁମ ପୁରେଇ ବେଇଜ୍ଜତ କରିବାପାଇଁ ପଛାଉନଥିବା ଢ଼ୋ’ଟିଭି ମାଲିକିଆଣି ମିସେସ୍ ପଣ୍ଡା ନିଜ ଘର କଳିବେଳେ କଥାକୁ ଚାପିଦେବାପାଇଁ ଆଠେଇବାକୁ ମଧ୍ୟ ପଛାନ୍ତି ନାହିଁ। ରାଜ୍ୟ ଗଣମାଧ୍ୟମରେ ଗୁଡ଼ ମ୍ୟାନେଜମେଣ୍ଟ ପରିଚାଳନା ଚାଲିଛି ବୋଲି ଫୁଟାଣି ମାରୁଥିବା ଏହି ସଂସ୍ଥାରେ କି କାଣ୍ଡ କାରନାମା ଚାଲିଛି ତା’ର ଭିତିରି କଥା ବିଷୟରେ ଜାଣିଲେ ଲୋକମାନଙ୍କ ହାଲୋକ ସୁଖିଯିବ। ଜଣେ ମହିଳା କର୍ମଚାରୀଙ୍କୁ ଯୌନନିର୍ଯାତନା ଦିଆଯାଉଥିବା ଅଡ଼ିଓ ଭାଇରାଲ ହେଲା। ଯେଉଁଥିରେ ମିସେସ୍ ପଣ୍ଡା ଖୋଦ୍ ଉପଦେଶ ଦେଉଥିବା ଶୁଣିବାକୁ ମିଳିଲା ହେଲେ ଘଇତାର ପାୱାର ଓ ବଡ଼ ଗଣମାଧ୍ୟମ ଫୁଟାଣିରେ ଆଇନକୁ ଚାପିଦେବାରେ ସଫଳହେଲେ ମାଡ଼ାମ। ଏମିତି ଗୋଟିଏ ନୁହେଁ ଅନେକ ନଥିପତ୍ର ରହିଛି ଯାହାର ମା’ ବାପା’ ଉଦ୍ଧାରକଲେ ଢ଼ୋ’ଟିଭି ସଂସ୍ଥାର ଟିଆରପି ରସାତଳକୁ ଚାଲିଆସିବ। ଜଣେ ଯୁବ କର୍ମଚାରୀଙ୍କୁ କମ୍ପାନୀ ଏମିତି ଚାପିଲା ଯେ’ ଯୁବକ ଜଣଙ୍କ ନିଜ ଘର ପଛ ଗଛରେ ମାଲିକିଆଣୀଙ୍କୁ ଶେଷକଲକରି ସବୁଦିନପାଇଁ ଝୁଲିପଡ଼ିଲେ। ମାତ୍ର ପୁଲିସ୍ ତା’ଙ୍କ କଲ ଟ୍ରେସିଂ ବାହାର କଲାନାହିଁ କିମ୍ବା ମାଡ଼ାମଙ୍କ ଭଏସ୍ କାହାକୁ ଶୁଣାଇଲାନାହିଁ। କରଣ ମାଡ଼ାମଙ୍କ ଘଇତା ବର୍ତମାନ ରାଜନୀତିର ମୋଷ୍ଟ ପାୱାରଫୁଲ୍ ମ୍ୟାନ୍। ବିଗତ ସରକାରରେ ପାଦ ଚାଟୁଥିବା ଏହି ଘଇତା ମାଇପଙ୍କ କାରନାମା ଏତିକିରେ ସରିନି। ନିଜ ଫିଲ୍ମ ପ୍ରଡ଼କ୍ସନ ପାଇଁ ସୁନ୍ଦରୀ ତରୁଣି ଆବଶ୍ୟକ ଥିବାରୁ ମନୋରଞ୍ଜନ ଚ୍ୟାନେଲଖୋଲି ରାଜ୍ୟର ସୁନ୍ଦରୀ ଗରିବ ଯୁବତୀଙ୍କୁ କାଷ୍ଟିକାଉଚ ଜାଲରେ ଫସାଇ ଫିଲ୍ମ କରିବା ସହ ଠିକ୍ ସ୍ଥାନକୁ ଠିକ୍ ସମୟରେ ପଠାଇବା ବ୍ୟବସ୍ଥା କରୁଛନ୍ତି। ଏଥିରୁ ପ୍ରମାଣିତ ମାଡ଼ାମଙ୍କୁ ଅର୍ଚ୍ଚନା ଖେଳ ମଧ୍ୟ ଭଲଭାବରେ ଜଣା। ଏ ବିଷୟରେ ପୂର୍ଣ୍ଣଛେଦ ଏତିକିରେ ପଡ଼ିନି। ନିକଟରେ ଜଣେ ମହିଳା କର୍ମଚାରୀଙ୍କୁ ଥରେ କି ଦୁଇ ଥରନୁହେଁ ଲଗାତାର ନିର୍ଯ୍ୟାତନା ଦିଆଗଲା। ସେ ଅଭିଯୋଗ କରିବାରୁ ବର୍ତମାନ ତାଙ୍କୁ ଚାକିରିରୁ ବିତାଡ଼ିତ କରି ମୁହଁ ବନ୍ଦକରି ରଖିବାପାଇଁ କୁହାଯାଇଛି। ନହେଲେ ରାଜଧାନୀରୁ ଉଠାଇ କୋରାପୁଟରରେ ଫୋପାଡ଼ିଦେବେ ବୋଲି ଧମକ ମିଳିଛି। ଏଠାରୁ ପ୍ରମାଣିତ ଏହି ସଂସ୍ଥାରେ ଗୁଣ୍ଡା ମଧ୍ୟ ପାଳା ଯାଇଛି। ଢ଼ୋ’ ସଂସ୍ଥାରେ କେଳେଙ୍କାରୀ ଏତେ ଅଛି ଯାହାକୁ ଲେଖିଲେ ହାତ ବିନ୍ଧିଯିବ। ତେଣୁ ଏଇଟା ଟେଲର ଥିଲା। ଆସନ୍ତା ସମୟରେ ଏ ବିସ୍କୁଟ୍ ମିଡ଼ିଆ କାହା ଗାଣ୍ଡିରେ ହାତ ମାରିବାପୂର୍ବରୁ ୟାକୁ ତାଙ୍କ ଅଉକାତ ଜଣାଇଦେବା। କାରଣ ମାଡ଼ାମ ଭଲଭାବରେ ଜାଣିଛନ୍ତି କେଉଁ ମିଡ଼ିଆ ତାଙ୍କ ଚଉଦ ପୁରୁଷ ଉଦ୍ଧାର କରୁ କି ନକରୁ କଳିଙ୍ଗର ବିକାଶ କରିବାପାଇଁ ଅଣ୍ଟା କସିଥିବା ଓମ୍ ଟିଭି ଆବଶ୍ୟକ ପଡ଼ିଲେ ମା’ ଭଉଣୀ ଏକ କରିଦେବ।
Instead of scaning, the fraceled, the horse travels to be loosing to shortened to the face of Hump your house, and its own house? The organization recognized about this organization in this state of the state is restricted about cand materials, and the worst people are going to taste about the people sitting in the states. A woman became sexualative Aadioi's life. It is successful by teaching in which the Issacm Power and large rights you are escape spreading engines. There are no lot but plants likeli that Mar Kirch 'is Risten to Rubside Rubsy. Compan a young employee, such as' And Age, the firstly one of the rearlighted stopped slowly on his back to his back. But Pusubs did not emit the trash or Maham's Via didn't listen to anyone. The Move Power of Maham are now the most power food man of politics. Amni on the Egypt's harbor the cars's baby calls in the pastian. Achierage charita 'beautiful Stayr's beautiful Striving difference has received fundling with their filmwork filtering scaipping with their filter filing filing filming failing with a cultural nature. The look of Mam to look at the games, even good is a better time from that. In there most of this. Recently made a female staff once a row or while. She is now being interrupaming her to control his job and closed their heads. Thrust fetch that pick up from the capital of the capital and throwing at the poputor.Sighs have also been firmary in here. Cerellaly is so much in the organization which it wrote will be sleeed. So there was a Taylor. When this secondar is this bandotband to return to the hand to be stick out of gend, Jacob flight here. Because Mada knows what media goes out of to develop her fourteenfold, and the sister will be able to develop Moragiers.
