ଲାଞ୍ଜିଗଡ ବେଦାନ୍ତର ରକ୍ଷIଣ ବେକ୍ଷIଣ କମ୍ପାନୀ ଚେନେଇ ରାଧା ପାଇଁ ଲୋକେ ହନ୍ତ ସନ୍ତ :Ommtv Kalinga VIKAS
ଲାଞ୍ଜିଗଡ ବେଦାନ୍ତର ରକ୍ଷIଣ ବେକ୍ଷIଣ କମ୍ପାନୀ ଚେନେଇ ରାଧା ପାଇଁ ଲୋକେ ହନ୍ତ ସନ୍ତ :Ommtv Kalinga VIKAS
ଲାଞ୍ଜିଗଡ ବେଦାନ୍ତର ରକ୍ଷIଣ ବେକ୍ଷIଣ କମ୍ପାନୀ ଚେନେଇ ରାଧା ପାଇଁ ଲୋକେ ହନ୍ତ ସନ୍ତ :Ommtv Kalinga VIKAS

କଳାହାଣ୍ଡି ଜିଲ୍ଲା, ୦୧/୦୯ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଶନିବାର ତା ୩୦/୦୮/୨୫ ରିଖ ସକାଳ ସମୟରେ ଲାଞ୍ଜିଗଡ ଠାରେ ଥିବା ବେଦାନ୍ତ କମ୍ପାନୀର ଆସ ପାଇପ ଲାଇନ ରକ୍ଷIଣ ବେକ୍ଷIଣ ପାଇଁ ପନ୍ଦର ରୁ କୋଡିଏ ବର୍ଷ ହେଲା ଚେନେଇ ରାଧା କମ୍ପାନୀ କାମ କରି ଆସୁଅଛି, କିନ୍ତୁ ଆଜି ସକାଳୁ ବୁଣ୍ଡେଲ ଗ୍ରାମ ଠାରୁ ଦୂରରେ ଯାଇଥିବା ପାଉଁଶ ପାଇପ ଲାଇନ ଫାଟି ଯାଇଛି ଯାହାଫଳରେ ସେହି ପାଇପ ଫାଟିବା ଫଳରେ ବଂଶଧାରା ପାଣିରେ ମିଶି ଯାଇଛି ଯାହା ଫଳରେ ସେ ପାଣିକୁ ନୀତି ବ୍ୟବହାର ନଦୀ ଉପରେ ନିର୍ଭର କରୁଥିବା ଗ୍ରାମ ଗୁଡିକ ଛତ୍ରପୁର,ହରେକୃଷ୍ଣପୁର,ବାଣୀପଙ୍ଗା,ନିଆଳି, ଗୋପୀନାଥପୁର ଗ୍ରାମ ବାସୀ କହିବା କଥା ଯେ ଏଇଟା ନୂଆ କଥା ନୁହଁ ବେଦାନ୍ତ ରକ୍ଷIଣ ବେକ୍ଷIଣ ଦାଇତ୍ୱ ଦେଇ ଥିବା କମ୍ପାନୀମାନେ ହିଁ ଦାୟୀ ଅଟନ୍ତି I ଆଉ କେତେବେଳେ ଛାଡ଼ୁଛନ୍ତ କଷ୍ଟିକ ବିଷାକ୍ତ ପାଣି ବା ନାଲି ପାଣି ଆଉ କେତେବେଳେ ଛାଡ଼ୁଛନ୍ତି ପାଉଁଶ ବିଷାକ୍ତ ପାଣି ଯାହା ଫଳରେ ଜନସାଧାରଣ ଏହି ବିଷାକ୍ତ ପାଣି ପାଇଁ ଅତିଷ୍ଟ ହୋଇ ପଡିଲେଣି I ଯାହା ସର୍ବ ଜନସାଧାରଣ କହିବା କଥାଯେ ଏଇ ରକ୍ଷIଣ ବେକ୍ଷIଣ ପୁରୁଣା କମ୍ପାନୀ ଗୁଡିକ କୁ କାଢି ନୂଆ କମ୍ପାନୀକୁ ବେଦାନ୍ତ ଦଶ ବର୍ଷକୁ ଥରେ ବେଦାନ୍ତ ମୁଖ୍ୟ କମ୍ପାନୀ ନିଜେ ପରିବର୍ତ୍ତନ କରିବା କଥା I ଆଉ ତତ ସଙ୍ଗେ ସଙ୍ଗେ ପାଉଁଶ ପାଇପ ଲାଇନକୁ ପ୍ରତେକ ବର୍ଷ ନୂତନ ପାଇପ ଲାଇନ ଚେଞ୍ଜ କରିବା କଥା କିନ୍ତୁ ଯେଉଁ ଆରମ୍ଭରୁ ପାଇପ ଲାଇନ ପଡିଥିଲା ଏବେବି ସେ ପାଇପ ଲାଇନ ପଡିଛି କିନ୍ତୁ ଆଜି ପର୍ଯ୍ୟନ୍ତ ଚେନେଇରାଧା କମ୍ପାନୀ ନୂତନ ପାଇପ ପରିବର୍ତନ କରିବାର ନା ଗନ୍ଧ ଧରୁନି ଖାଲି ପାଇପ ଲାଇନକୁ ଫାଟିଲେ ମରାମତି କରି ଚାଲିଛି I ବେଦାନ୍ତ କମ୍ପାନୀରେ ଥିବା ରକ୍ଷIଣ ବେକ୍ଷIଣ କମ୍ପାନୀମାନେ ବିଷାକ୍ତ ପାଣି ଛାଡିବା ଫଳରେ ଆମର ହିଁ ବୋହୁତ କିଛି କ୍ଷତି ହେଉଛି ଯାହାଫଳରେ ଲୋକଙ୍କ ଏଇ ପାଣି ବ୍ୟବହାର କରିବା ଫଳରେ ମଣିଷଙ୍କ ଦେହ ଖରାପ ହୋଇ କୁଣ୍ଡେଇ ହୋଇ ଘା ହେଉ ଯାଉଛି ତ ଆଉ କେତେବେଳେ ଗାଇ, ଗୁରୁ,ଛେଳି,ମେଣ୍ଢା ଏଇ ପାଣି ପି ଝାଡା ହେଉଯାଉଛି I ଚେନେଇରାଧା କମ୍ପାନୀ ଆମ ବଂଶୀଧIରା ନଦୀରେ ପ୍ରତେକ ବର୍ଷ ଥରେ ଦୁଇଥର ପାଉଁଶ ପାଣି ଛାଡୁଚି ଯଦି ଆଜି ଯେଉଁ ବିଷାକ୍ତ ପାଉଁଶ ପାଣି ଆସିଥିଲା ସେଥିପାଇଁ ଚେନେଇରାଧା କମ୍ପାନୀ ହିଁ ଦାୟୀ ରହିବ ବୋଲି ଆମ ଆଘରେ ଗ୍ରାମ ବାସୀ ପରି ପ୍ରକାଶ କରିଛନ୍ତି I
