ପଞ୍ଚାୟତ ସ୍ତରୀୟ ନୂତନ ଅପରାଧିକ ସଚେତନତା ଶିବିର:Ommtv

ପଞ୍ଚାୟତ ସ୍ତରୀୟ ନୂତନ ଅପରାଧିକ ସଚେତନତା ଶିବିର:Ommtv

ପଞ୍ଚାୟତ ସ୍ତରୀୟ ନୂତନ ଅପରାଧିକ ସଚେତନତା ଶିବିର:Ommtv

ପଞ୍ଚାୟତ ସ୍ତରୀୟ ନୂତନ ଅପରାଧିକ ସଚେତନତା ଶିବିର:Ommtv

କଳାହାଣ୍ଡି ଜିଲ୍ଲା, ୨୬/୦୪ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବାତେଲିମା ପଞ୍ଚାୟତରେ ନୂତନ ଅପରାଧିକ ଶିବିର ଶନିବାର ଆଜି ଦିନ ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ଟିକୁ ଲାଞ୍ଜିଗଡ ଥାନାର କର୍ମ କର୍ତ୍ତା ଯାଇ ବାତେଳିମା ପଞ୍ଚାୟତର କାର୍ଯ୍ୟଳୟ ଠାରେ କାର୍ଯ୍ୟକ୍ରମଟି କରିଥିଲେ I ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ହେଲା ଆଜି କାଲି ଦୁନିଆରେ ଯେଉଁ ପ୍ରକାର ଅପରାଧୀ ମାନ ଘଟୁଛି ନୂତନ ଆଇନ କାନୁନ ଉପରେ ଜନ ସାଧାରଣଙ୍କୁ ସମସ୍ତ କଥା ବୁଝା ଯାଇଥିଲା I ଏହି କାର୍ଯ୍ୟକ୍ରମଟି ବାତେଳିମା ସରପଞ୍ଚ କରୁଣା କର ମାଝୀ,ବାତେଳିମା ସମିତିସଭ୍ୟ ଗୋବିନ୍ଦ ନାଏକ,ରାମିଓ ରଞ୍ଜନ ସାମଲ,ମୁରଲୀ ନାଏକ ଏହିମାନେହିଁ ପରିଚାଳନା କରିଥିଲେ, ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ଥାନା ଆଇ ଆଇ ସି ଜିତେନ୍ଦ୍ର ବିଶ୍ୱାଳ ମୁଖ୍ୟ ଅତିଥି ଓ ଏସ ଆଇ ଡୋଲମଣି ବିଶି ମୁଖ୍ୟ ବକ୍ତା ଏବଂ ଲାଞ୍ଜିଗଡ ଥାନ ଅନ୍ୟ ଷ୍ଟାପ ଯାଇ ଆଜିର ଦୁନିଆରେ ଯେଉଁ ପ୍ରକାର ଜଘଣ୍ୟ କାଣ୍ଡ ମାନ ଘଟୁଛି କେଉଁ ଘଟଣାକୁ କେଉଁ ନୂତନ ଦଫା ଲାଗୁଛି ତାହାରି ଉପରେ ସ ବିଶେଷ ବିସ୍ତାର କରି ଜନ ସାଧାରଣଙ୍କୁ ଆଇ ଆଇ ସି ଶ୍ରୀ ବିଶ୍ୱାଳ ଓ ଏସ ଆଇ ଶ୍ରୀ ବିଶି ପ୍ରାଞ୍ଜଳ ଭାବରେ ବୁଝାଇ କହିଥିଲେ I ତାପରେ ଶେଷରେ ବାତେଲିମ ସରପଞ୍ଚ କରୁଣାକର ମାଝୀ ସଭାଟିକୁ ଭଙ୍ଗ କରଥିଲେ I