ହିନ୍ଦୋଳ ବନାଞ୍ଚଳ ରୁ ହାତୀ ଯିବ କୁଆଡେ? :Ommtv Kalinga Vikas
ହିନ୍ଦୋଳ ବନାଞ୍ଚଳ ରୁ ହାତୀ ଯିବ କୁଆଡେ? :Ommtv Kalinga Vikas
ହିନ୍ଦୋଳ ବନାଞ୍ଚଳ ରୁ ହାତୀ ଯିବ କୁଆଡେ? :Ommtv Kalinga Vikas
ମରଣ ଯନ୍ତା ସାଜିଛି ହିନ୍ଦୋଳ ଉତ୍ତର- ପୂର୍ବ ସୀମାରେ ସମାନ୍ତର ଭାବରେ ମେରାମଣ୍ଡଳୀ ଠାରୁ ଗୁଣ୍ଡିଚାପଡ଼ା ପର୍ଯ୍ୟନ୍ତ ରେଙ୍ଗାଲି କେନାଲ, ଜାତୀୟ ରାଜପଥ ଓ ରେଲୱେ ଲାଇନ. ହାତୀ ମାନେ ନିରନ୍ତର ଭାବରେ ଗଭୀର ରେଙ୍ଗାଲି କେନାଲ ପାର ହେବାରେ ବିଫଳ ହୋଇ ହିନ୍ଦୋଳର ଉତ୍ତର - ପୂର୍ବ ଗାଁ ସୀମାରେ ଥିବା ଜଙ୍ଗଲ ଓ ତୋଟାରେ ରହି ଜନ ଜୀବନ ଓ ଚାଷବାସ ଜୀବନ ବିପର୍ଯୟର କାରଣ ହେଉଛନ୍ତି. ମେରାମଣ୍ଡଳୀ ଠାରୁ ଗୁଣ୍ଡିଚାପଡ଼ା - ଏହି 30 କିଲୋମିଟର ଭିତରେ 2ଟି Under Pass/ Over Pass ଜଙ୍ଗଲ ଓ ପରିବେଶ ବିଭାଗ ନିର୍ମାଣ କଲେ ହିନ୍ଦୋଳ ଅଞ୍ଚଳରୁ ହାତୀ (Pass 1- ବଉଳପୁର- ଗଦାଶିଳା- ଗୁଣ୍ଡିଚାପଡ଼ା ପାର ହୋଇ କପିଳାସ - କେନ୍ଦୁଝର ଜଙ୍ଗଲକୁ ଯାଇ ପାରିବେ)( Pass 2- ହଳଦିଆବାହଳ- ବଳରାମ ପ୍ରସାଦ ପାର ହୋଇ ବ୍ରାହ୍ମଣୀ ନଦୀ- ଅନନ୍ତପୁର ଜଙ୍ଗଲକୁ ଯାଇ ପାରିବେ). ଏତଦ୍ୱାରା ହିନ୍ଦୋଳ ବନାଞ୍ଚଳ ରୁ ହାତୀ ମାନଙ୍କ ଉତ୍ତର-ପୂର୍ବ ସୀମାକୁ ଯାତାୟାତ ପଥ ସୁଗମ ହେବ.

