*୪୨ ମୌଜା ଏରଞ୍ଚ ଭୋଇ ସାହିରେ ନଳକୂପ ୨ ମାସ ହେଲାଣି ଅଚଳ : ୨୦ ପରିବାର ପାଣି ପାଇବାରୁ ବଞ୍ଚିତ : ommtv କଳିଙ୍ଗବିକାଶ*

*କଟକ,୪୨ମୌଜା ରୁ ପଦ୍ମଲୋଚନ ସାହୁ ଙ୍କ ରିପୋର୍ଟ*

 *କଟକ ସଦର, ୪୨ ମୌଜା ବେଣ୍ଟକାର ପଞ୍ଚାୟତ ଅର୍ନ୍ତଗତ ଏରଞ୍ଚ ଭୋଇ ସାହି ରେ ନଳକୂପ ୨ ମାସ ହେଲାଣି ଅଚଳ ହୋଇ ପଡି ରହିଛି। ଯାହା ଫଳରେ ବହୁ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଦୀର୍ଘ ଦିନ ଧରି ୨୦ ପରିବାର ପାଣି ପାଇବାରୁ ବଞ୍ଚିତହେଲେ ସୁଦ୍ଧା କୌଣସି ଅଧିକାରୀ ଏଥିପ୍ରତି ଲିଘା ନଥିବା ଜଣା ପଡିଛି ସଦର ବ୍ଲକ ପ୍ରଶାସନ ତୁରନ୍ତ ଏଥପ୍ରତି ଦୃଷ୍ଟି ଦେଇ ଉକ୍ତ ନଳକୁପକୁ ମରାମତି କରିବା କିମ୍ବା ନୂତନ ନଳକୁପ୍ ବସାଇବା ପାଇଁ ଏରଞ୍ଚ ଭୋଇସାହି ତରଫରୁ ଦାବି ଜୋର ଧରିଛି।ସାହିର ବେଙ୍ଗୁଲି ଭୋଇ, ନକ୍ଷୀ ଭୋଇ, ରେଖା ଭୋଇ, ମିନାକ୍ଷୀ ଭୋଇ, ଅନି ଭୋଇ, ସରମିଷ୍ଟା ଭୋଇ, ହରେକୃଷ୍ଣ ଭୋଇ, ସଙ୍ଗୀତା ଭୋଇ, ଶିକ୍ଷାବିତ୍ ତଥା ସମାଜସେବୀ ମନୋଜ ନାୟକ, ବିଜୟ ନାୟକ, ବସନ୍ତ ପଣ୍ଡା, ତାପସ ପତି, ମିଟୁ ବେହେରା, ସଞ୍ଜୟ ବେହେରା, ସୁଶିଲି ପରିଡ଼ା, ପ୍ରକାଶ ମାଝୀ ପ୍ରମୁଖ ଦୃଢ଼ ଦାବୀ କରିଛନ୍ତି।*