ମୋହନ ସରକାର ଙ୍କ ୧ ବର୍ଷ ପୂର୍ତ୍ତି ଅବସର ରେ ଜଗନ୍ନାଥପୁର ଗ୍ରାମ ପଂଚାୟତ ଠାରେ ଗଡ଼ିଲା ଅଭିଯୋଗ ଶୁଣାଣି ର ବିକାଶ ରଥ:Ommtv Kalingavikas

ଫୁଲନଖରା ( ରିପୋର୍ଟ ଡ଼ନ )
ଖୋର୍ଦ୍ଧା ଜିଲ୍ଲା ର ବାଲିଅନ୍ତା ବ୍ଲକ ଅଧୀନ ରେ ଥିବା ଜଗନ୍ନାଥପୁର ଗ୍ରାମପଂଚାୟତ ଠାରେ ମୋହନ ସରକାର ଙ୍କ ୧ ବର୍ଷ ପୂର୍ତ୍ତି ଅବସର ରେ ଅଭିଯୋଗ ଶୁଣାଣି ର ବିକାଶ ରଥ ର ଶୁଭାରମ୍ଭା ହୋଇଥିଲା।ଏହି ରଥ କୁ ପଂଚାୟତ କାର୍ଯାଳୟଠାରେ ପଂଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ,ଆଶା, ଅଙ୍ଗନବାଡି, S. A. G ଗ୍ରୁପ, ପ୍ରାଣୀ ମିତ୍ର, କୃଷି ମିତ୍ର ପଂଚାୟତ, ଅନ୍ୟାନ୍ୟ ସଭ୍ୟ ଓ ଜନ ସାଧାରଣମାନେ ଉପସ୍ଥିତ ରହି ଜନ ଶୁଣାଣି ରଥ ର ଶୁଭ ଉଦଘାଟନ କରିଥିଲେ। ଏହି ଅବସର ରେ ପଂଚାୟତ ପାଖ ପଡିଆ ରେ ବାଳକାଟୀ ବନଞ୍ଚଳ ଅଧିକାରୀ ଙ୍କ ତରଫରୁ ବୃକ୍ଷ ରୋପଣ କରାଯାଇଥିଲା।
ଫୁଲନଖରା ରୁ ଡ଼ନ ଙ୍କ ରିପୋର୍ଟ...