ଉଫ ସେବାଶ୍ରମର ବାର୍ଷିକ ଉତ୍ସବ ପାଳିତ:Ommtv

ଉଫ ସେବାଶ୍ରମର ବାର୍ଷିକ ଉତ୍ସବ ପାଳିତ:Ommtv

ଉଫ ସେବାଶ୍ରମର ବାର୍ଷିକ ଉତ୍ସବ ପାଳିତ:Ommtv

ଉଫ ସେବାଶ୍ରମର ବାର୍ଷିକ ଉତ୍ସବ ପାଳିତ:Ommtv

ଫୁଲନଖରା ; ( ରିପୋର୍ଟ ଡନ ) ମାତୃ ଦିବସରେ କଟକ ୪୨ ମୈlଜାସ୍ଥିତ ଝିଙ୍କିରିଆ କଲମିତୋଟାସ୍ଥିତ ଉଫ ସେବାଶ୍ରମର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଆନନ୍ଦ ମହାରଣା ଏବଂ ଚିନ୍ମୟୀ ପଟ୍ଟନାୟକଙ୍କ ପୈlରହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶେଷଦେବ ଓଝା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶ୍ୱଜିତ ସୂର୍ଯ୍ୟବଂଶୀ, ଅଭିମନ୍ୟୁ ଦାସ,ପପୁ ପାତ୍ର, ଡାକ୍ତର ସ୍ୱlସ୍ୱତୀ ଶୁଭ ସ୍ମିତା, ଜୟଶ୍ରୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିବାବେଳେ ଶ୍ରୀଜଗନ୍ନାଥଙ୍କ ଆଳତୀ ଓ ବନ୍ଦନା,ମାତୃ ପୂଜନ, ସହୀଦ ମାନଙ୍କ ପାଇଁ ନୀରଵ ପ୍ରାର୍ଥନା କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ସମାଜ ବସନ୍ତ ପଣ୍ଡା, ପ୍ରଦୀପ୍ତ କୁମାର ଦାସ,କୁସୁମ ଦାସ ,ବିଦ୍ୟା ଶ୍ରୀ ଦାସ ପ୍ରମୁଖଙ୍କ ସମେତ ବହୁ ପ୍ରତିଷ୍ଠିତ ସାମାଜିକ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କୁ 'ଦେଵଦୂତ ସମ୍ମାନରେ' ସମ୍ମାନିତ କରାଯାଇଥିଲା। ଫୁଲନଖରାରୁ ଡନ ଚନ୍ଦ୍ର ବାରିକଙ୍କ ରିପୋର୍ଟ କଳିଙ୍ଗ ବିକାଶ