ତମାଖୁ ବିରୋଧୀ ଦିବସ ପାଳିତ:Ommtv Kalingavikas
ତମାଖୁ ବିରୋଧୀ ଦିବସ ପାଳିତ:Ommtv Kalingavikas
ତମାଖୁ ବିରୋଧୀ ଦିବସ ପାଳିତ:Ommtv Kalingavikas

ଭୁବନେଶ୍ୱର : ବିଶ୍ଵ ତମାଖୁ ବିରୋଧି ଦିବସ ଅବସରରେ ରୋଟାରୀ ଜିଲ୍ଲା 3262ଆନୁକୂଲ୍ୟରେ ଲୟଲା ସ୍କୁଲ ନିକଟରେ ଏକ ସାଇକେଲ ରାଲି ସହିତ ଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ କାରାଯାଇଥିଲା ପ୍ରାୟ ତିନିସହ ଉର୍ଦ୍ଧ୍ଵ ସାଇକେଲ ରାଲି ରେ ଭାଗ ନେଇଥିଲେ ଏହି ରାଲିରେ ମୁଖ୍ୟ ଉଦେଶ୍ୟ ଥିଲା ଜନ ସାଧାରଣ ବିଶେଷ କରି ଯୁବବର୍ଗଙ୍କୁ ତମାଖୁ ସେବସନ ର ଅପକରିଣ ଏବଂ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସଚେତନା କରାଇବା ସହିତ ଏହି ବାର୍ତ୍ତା କୁ ସବୁ ପ୍ରଚାର ମାଧ୍ୟମ ଜରୀଆ ରେ ସମସ୍ତ ଜନସାଧାରଣଙ୍କ ନିକଟରେ ପହଁ ଚାଇବା ଏହି କାର୍ଯ୍ୟକ୍ରମ କୁ ରୋଟାରୀ ପ୍ରାନ୍ତନ ପାଳ ଶ୍ରୀ ଯଜ୍ଞାଶିଷ ମହାପାତ୍ର.ପତାକା ଦେଖାଇ ଶୁଭ ଆରମ୍ଭ କରିଥିଲେ ସହଚେତନା ରାଲି ଲୟଲା ସ୍କୁଲ ଠାରୁ ଆରମ୍ଭ ହୋଇ ଶିଖର ଚଣ୍ଡୀ ପାହାଡ଼ ଦେଇ 15 କିଲମିଟର ଅତିକ୍ରମ କରି ଲୟଲା ସ୍କୁଲ ଠାରେ ପହଁଚିଥିଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଶ୍ରୀ ସରୋଜ କୁମାର ମହାପାତ୍ର.( ଆ ର ସି ) ଅର୍ଜୁନ ପୁରସ୍କାର ପ୍ରାପ୍ତ ମିନତୀ ମହାପାତ୍ର. ସିନେ ଅଭିନେତ୍ରୀ ପୂନମ ମିଶ୍ର. ଡ଼କ୍ଟର ସଞ୍ଜୟ ମିଶ୍ର ସୌରିନ ଭୂୟାଁ. ପ୍ରମୁଖ ଉପସ୍ଥିତ ଥିଲେ
