BIITM celebrates Graduation Ceremony 22nd March 2025 : Ommtv 

BIITM celebrates Graduation Ceremony 22nd March 2025 : Ommtv 

BIITM celebrates Graduation Ceremony  22nd March 2025 : Ommtv 

BIITM celebrates Graduation Ceremony

22nd March 2025 : Ommtv 

Biju Patnaik Institute of Information Technology & Management Studies (BIITM) hosted its MBA Graduation Ceremony for MBA 2022-24 and Integrated MBA 2019-24 at KDM Hall. The ceremony began with the Academic Procession, Lighting of the Lamp, and BIITM Anthem. Principal Prof.(Dr.) Mihir Ranjan Nayak declared the ceremony open. Prof.(Dr.) Chinmaya Kumar Dash presented an institutional report, and Advisor Prof (Er) P.R Pattnayak addressed the graduates. Certificates and medals were presented, recognizing outstanding academic achievements. The Affirmation Ceremony symbolized the students' transition into the professional world.

Chief Guest Mr. Pankaj Satija Executive In-Charge, Tata Steel Ltd., Bhubaneswar, delivered the Graduation Day Address, motivating students with insights on leadership, agility and industry readiness. The event concluded with the felicitation of the Chief Guest and a Vote of Thanks.

ଆଜି ବିଜୁ ପଟ୍ଟନାୟକ ଇନଷ୍ଟିଚ୍ୟୁଟ ଅଫ୍ ଇନଫରମେଶନ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜର ଆଜି ଗ୍ରାଜୁଏସନ ଡେ’ ଅନୁଷ୍ଠିତ ହୋଇଯାଇଛି । ଗ୍ରାଜୁଏଟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁନେଇ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଲିମିଟେଡ଼ର ଏକ୍ସକ୍ୟୁଟିଭ ଇନ ଚାର୍ଜ ପଙ୍କଜ ସତିଜା ମୁଖ୍ୟଅତିଥିଭାବେ ଯୋଗଦେଇ ପିଲାମାନଙ୍କୁ ସେମାନଙ୍କର ଗ୍ରାଜୁଏଟ୍ ପ୍ରମାଣପତ୍ର ବଣ୍ଟନକରିବା ସହ ସେମାନଙ୍କର ଉଜ୍ଜଳ ଭବିଶ୍ବରତାପାଇଁ ପ୍ରାର୍ଥନା କରିଥିଲେ। ଏହି କାର୍ଯ୍ୟକ୍ରମରେ ୨୦୧୯/୨୪ ବର୍ଷର ଆଇବିଏମ୍ ର ୬୦ ଛାତ୍ରଛାତ୍ରୀଙ୍କ ସମେତ ୨୦୨୨/୨୪ ବର୍ଷର ଏମବିଏ ରେ ଉତ୍ତୀର୍ଣ୍ଣ ହୋଇଥିବା ୩୧୨ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ମେଡାଲ ପ୍ରଦାନ କରାଯାଇଥିଲା । କଲେଜ କ୍ୟାମ୍ପସ ଛାଡି ଯାଉଥିବା ଛାତ୍ରଛାତ୍ରୀମାନେ ନିଜର ଭଲପାଇବା ଜାହିର କରିବା ସାଙ୍ଗକୁ ଏଠାରୁ ପାଇଥିବା ଶିକ୍ଷାକୁ କିଭଳି ଆଗକୁ ଯାଇ ନିଜ କର୍ମକ୍ଷେତ୍ରରେ ଲଗାଇବେ ସେ ସମ୍ପର୍କରେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କଲେଜ ଅଧ୍ୟକ୍ଷ ପ୍ରଫେସର ମିହିର ରଞ୍ଜନ ନାୟକ, ଉପଦେଷ୍ଟା ପ୍ରଫେସର ପିଆର ପଟ୍ଟନାୟକ, ଡ଼ିନ୍ ଚିନ୍ମୟ କୁମାର ଦାସ ଉପସ୍ଥିତରହି କାର୍ଯ୍ୟକ୍ରମକୁ ପରିଚାଳନାକରିଥିଲେ।