Experimental Stoppage of Visakha and Falaknuma Express at Khallikot Station. Bhubaneswar, 22 January 2026

Experimental Stoppage of Visakha and Falaknuma Express at Khallikot Station.

Experimental Stoppage of Visakha and Falaknuma Express at Khallikot Station.  Bhubaneswar, 22 January 2026

Experimental Stoppage of Visakha and Falaknuma Express at Khallikot Station.

Bhubaneswar, 22 January 2026

In a significant move aimed at enhancing passenger convenience and improving rail connectivity in the region, East Coast Railway has introduced an experimental stoppage of Train No. 17015/17016 Bhubaneswar New–Secunderabad–Bhubaneswar New Visakha Express and Train No. 12703/12704 Howrah–Secunderabad–Howrah Falaknuma Express at Khallikot railway station under Khurda Road Division of East Coast Railway.

Train No. 17015 Bhubaneswar New–Secunderabad Visakha Express will halt at Khallikot at 10:12 hrs and depart at 10:14 hrs, effective from 27th January 2026.

Similarly, Train No. 17016 Secunderabad–Bhubaneswar New Visakha Express will halt at Khallikot at 12:45 hrs and depart at 12:47 hrs, effective from 26th January 2026.

Train No. 12703 Howrah–Secunderabad Falaknuma Express will halt at Khallikot at 16:50 hrs and depart at 16:52 hrs, effective from 27th January 2026.

Likewise, Train No. 12704 Secunderabad–Howrah Falaknuma Express will halt at Khallikot at 08:15 hrs and depart at 08:17 hrs, effective from 26th January 2026.

These are long-distance express/superfast trains connecting major cities such as Bhubaneswar, Brahmapur, Visakhapatnam, Secunderabad and Howrah (Kolkata).

This initiative is expected to greatly benefit passengers from Khallikot and surrounding areas by providing improved access to Bhubaneswar, Brahmapur, Visakhapatnam and intermediate destinations. The stoppage has been introduced on an experimental basis, keeping in view the long-standing demand of local rail users and public representatives.

ଖଲ୍ଲିକୋଟ ଷ୍ଟେସନରେ ବିଶାଖା ଏବଂ ଫଲକନୁମା ଏକ୍ସପ୍ରେସର ପରୀକ୍ଷାମୂଳକ ରହଣି।

ଭୁବନେଶ୍ୱର, ୨୨ ଜାନୁଆରୀ ୨୦୨୬

ଯାତ୍ରୀ ସୁବିଧା ବୃଦ୍ଧି ଏବଂ ରେଳ ସଂଯୋଗୀକରଣକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ଖଲ୍ଲିକୋଟ ରେଳ ଷ୍ଟେସନରେ ଟ୍ରେନ ନମ୍ବର ୧୭୦୧୫/୧୭୦୧୬ ଭୁବନେଶ୍ୱର ନୂତନ-ସିକନ୍ଦରାବାଦ-ଭୁବନେଶ୍ୱର ନୂତନ ବିଶାଖା ଏକ୍ସପ୍ରେସ ଏବଂ ଟ୍ରେନ ନମ୍ବର ୧୨୭୦୩/୧୨୭୦୪ ହାଓଡ଼ା-ସିକନ୍ଦରାବାଦ-ହାଓଡ଼ା ଫଲକନୁମା ଏକ୍ସପ୍ରେସର ପରୀକ୍ଷାମୂଳକ ରହଣି ଆରମ୍ଭ କରିଛି।

ଟ୍ରେନ ନମ୍ବର ୧୭୦୧୫ ଭୁବନେଶ୍ୱର ନୂତନ-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ ୨୭ ଜାନୁଆରୀ ୨୦୨୬ ଠାରୁ କାର୍ଯ୍ୟକାରୀ ହୋଇ ୧୦:୧୨ ଘଣ୍ଟାରେ ଖଲ୍ଲିକୋଟ ଷ୍ଟେସନରେ ଅଟକିବ ଏବଂ ୧୦:୧୪ ଘଣ୍ଟାରେ ପ୍ରସ୍ଥାନ କରିବ।

ସେହିପରି, ଟ୍ରେନ ନମ୍ବର ୧୭୦୧୬ ସିକନ୍ଦରାବାଦ-ଭୁବନେଶ୍ୱର ନୂତନ ବିଶାଖା ଏକ୍ସପ୍ରେସ ୨୬ ଜାନୁଆରୀ ୨୦୨୬ ଠାରୁ କାର୍ଯ୍ୟକାରୀ ହୋଇ ୧୨:୪୫ ଘଣ୍ଟାରେ ଖଲ୍ଲିକୋଟ ଷ୍ଟେସନରେ ଅଟକିବ ଏବଂ ୧୨:୪୭ ଘଣ୍ଟାରେ ପ୍ରସ୍ଥାନ କରିବ।

ଟ୍ରେନ ନମ୍ବର ୧୨୭୦୩ ହାଓଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ ୨୭ ଜାନୁଆରୀ ୨୦୨୬ ଠାରୁ କାର୍ଯ୍ୟକାରୀ ହୋଇ ୧୬:୫୦ ଘଣ୍ଟାରେ ଖଲ୍ଲିକୋଟ ଷ୍ଟେସନରେ ଅଟକିବ ଏବଂ ୧୬:୫୨ ଘଣ୍ଟାରେ ପ୍ରସ୍ଥାନ କରିବ।

ସେହିପରି, ଟ୍ରେନ ନମ୍ବର ୧୨୭୦୪ ସିକନ୍ଦରାବାଦ-ହାଓଡ଼ା ଫଲକନୁମା ଏକ୍ସପ୍ରେସ ୨୬ ଜାନୁଆରୀ ୨୦୨୬ ଠାରୁ ୦୮:୧୫ ଘଣ୍ଟାରେ ଖଲ୍ଲିକୋଟ ଷ୍ଟେସନରେ ଅଟକିବ ଏବଂ ୦୮:୧୭ ଘଣ୍ଟାରେ ପ୍ରସ୍ଥାନ କରିବ।

ଏହି ଦୂରଗାମୀ ଏକ୍ସପ୍ରେସ୍/ସୁପରଫାଷ୍ଟ ଟ୍ରେନ ଗୁଡ଼ିକ ଭୁବନେଶ୍ୱର, ବ୍ରହ୍ମପୁର, ବିଶାଖାପାଟଣା, ସିକନ୍ଦରାବାଦ ଏବଂ ହାଓଡ଼ା (କୋଲକାତା) ଭଳି ପ୍ରମୁଖ ସହରଗୁଡ଼ିକୁ ସଂଯୋଗ କରେ।

ଏହି ପଦକ୍ଷେପ ଦ୍ୱାରା ଖଲ୍ଲିକୋଟ ଏବଂ ଆଖପାଖ ଅଞ୍ଚଳର ଯାତ୍ରୀମାନେଙ୍କୁ ଭୁବନେଶ୍ୱର, ବ୍ରହ୍ମପୁର, ବିଶାଖାପାଟଣା ଏବଂ ମଧ୍ୟବର୍ତ୍ତୀ ସ୍ଥାନଗୁଡ଼ିକୁ ଉନ୍ନତ ସଂଯୋଗ ପ୍ରଦାନ କରି ଯାତ୍ରୀ ସୁବିଧା ଏବଂ ରେଳ ସଂଯୋଗୀକରଣକୁ ଉନ୍ନତ କରିବ ବୋଲି ଆଶା କରାଯାଉଛି। ସ୍ଥାନୀୟ ରେଳ ବ୍ୟବହାରକାରୀ ଏବଂ ଜନପ୍ରତିନିଧିଙ୍କ ଦୀର୍ଘଦିନର ଦାବିକୁ ଦୃଷ୍ଟିରେ ରଖି ପରୀକ୍ଷାମୂଳକ ଭାବରେ ଏହି ଷ୍ଟପେଜ୍ ଆରମ୍ଭ କରାଯାଇଛି।