ସାଇବର ସଚେତନତା କାର୍ଯ୍ୟକ୍ରମ:OmmTV kalinga vikas
ସାଇବର ସଚେତନତା କାର୍ଯ୍ୟକ୍ରମ:OmmTV kalinga vikas
ସାଇବର ସଚେତନତା କାର୍ଯ୍ୟକ୍ରମ:OmmTV kalinga vikas
ଯଶିପୁର,୯/୧୧(ଆପ୍ର):ଯଶିପୁର ଥାନା ଅଧୂକାରିଣୀ ସଂଯୁକ୍ତା ମହାଳିକଙ୍କ ନେତୃତ୍ୱରେ ଯଶିପୁର ମହାବିଦ୍ୟାଳୟ, ଯଶିପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟ, ରିଦୟନାଥ ମହାବିଦ୍ୟାଳୟ ଟଙ୍ଗାବିଲା ସମେତ ବିଭିନ୍ନ ଅନୁଷ୍ଠାନରେ ସାଇବର ସଚେତନତା ରଥ ପରିକ୍ରମା କରିଥ୍ଲ।ଦିନକୁ ଦିନ ସାଇବର ଠକେଇ ବଢିଚାଲିଛି।

ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ଗଣ ସଚେତନତା ସୃଷ୍ଟି ପାଇଁ ଉଦ୍ଦିଷ୍ଟ।ଆଜିର ସମୟରେ ଠକେଇ ମାମଲାରେ ଅଧିକ ଯୁବ ସମାଜ ଶୀକାର ହେଉଛନ୍ତି।ଅଧିକ ଟଙ୍କା ଲୋଭ ଓ ଚାକିରିର ମୋହରେ ପଡିବା,ଅଚିହ୍ନାଲୋକଙ୍କୁ ଓଟିପି ଦେବାରୁ ଦୂରେଇ ରହିବାକୁ କର୍ମଶାଳାରେ ପରାମର୍ଶ ଦିଆଯାଇଥିଲା।ଏହାପରେ ଥାନା ପରିସରରେ ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧ୍ପ୍ଚେତନ ନାଗରିକମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ କରାଯାଇଥିଲା।ସାଇବର ଠକେଇରୁ କିପରି ଦୂରେଇଦୂରେଇ ହିବେ ଓ ସତର୍କତା ଅବଲମ୍ବନ କରିବେ ସେପାଇଁପରାମର୍ଶ ଦିଆଯିବା ସହ ଲୋକଙ୍କୁ ଅଧିକରୁ ଅଧିକସଚେତନ କରିବାକୁ ସମସ୍ତେ ଆଗେଇ ଆସିବା
ଦରକାର ବୋଲି କୁହାଯାଇଥିଲା
ମୟୁରଭଞ୍ଜ ଯଶିପୁର ରୁ ନିହାର ରଞ୍ଜନ ମହାନ୍ତ କଳିଙ୍ଗ ବିକାଶ
