ଏକତାଳିରେ ଆନ୍ତର୍ଜାତୀୟ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ:Ommtv 

ଏକତାଳିରେ ଆନ୍ତର୍ଜାତୀୟ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ:Ommtv 

ଏକତାଳିରେ ଆନ୍ତର୍ଜାତୀୟ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ:Ommtv 

ଏକତାଳିରେ ଆନ୍ତର୍ଜାତୀୟ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ:Ommtv 

ଯଶିପୁର:୨୧/୦୪:ଯଶିପୁର ବ୍ଲକ ଅନ୍ତର୍ଗତ ଏକତାଳି ଗ୍ରାମର ନାରଗାସାହିଠାରେ ସ୍ଥାପିତ ବୀର ବିର୍ସା ମୁଣ୍ଡାଙ୍କର ପ୍ରତିମୂର୍ତ୍ତିକୁ ଆନ୍ତର୍ଜାତୀୟ ପ୍ରତିମୂର୍ତ୍ତି ସଫେଇ ଏବଂ ସଂରକ୍ଷଣ ଦିବସ ଅବସରର ପରିବେଶ ସରଂକ୍ଷକ ଇଂ ସତ୍ୟନାରାୟଣ ମାଝୀଙ୍କ ନେତୃତ୍ବରେ ବୀର ବିର୍ସା ମୁଣ୍ଡା ଯୁବକ ସଂଘର ସଦସ୍ୟମାନଙ୍କର ଦ୍ବାରା ପ୍ରତିମୂର୍ତ୍ତି ସଫେଇ କରାଯାଇଥିଲା। ସଫେଇ ପରେ ବିର୍ସା ମୁଣ୍ଡାଙ୍କର ନାରୀନେତ୍ରୀ ୱାର୍ଡ ସଭ୍ୟା ଲକ୍ଷ୍ମୀ ଜାମୁଦାଙ୍କର ଉପସ୍ଥିତ ରହି ମାଲ୍ୟାର୍ପଣ କରିଥିଲେ।ଉକ୍ତ ସଫେଇ କାର୍ଯ୍ୟକ୍ରମରେ ନିମାଇଁ ଟୁଡୁ,ବୁଧୁରାମ ହୋନ୍ନାଗା,ରମେଶ ସୋରେନ୍‌,ସିଦ୍ଧାନ୍ତ ଟୁଡୁ,ବିଜୟ କୁମାର ମହାନ୍ତ,ସୁଦାମ ହେମ୍ବ୍ରମ,ଜିତେନ୍‌ ଜାମୁଦା ଓ କାହ୍ନୁ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ମୟୂରଭଞ୍ଜ ଜିଲ୍ଲା ଯଶିପୁରରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ କଳିଙ୍ଗ ବିକାଶ