୧୨୬ତମ ଡ଼ ହରେକୃଷ୍ଣ ମହତାବ ଜୟନ୍ତୀ ଅବସରରେ :Ommtv Kalinga Vikas
୧୨୬ତମ ଡ଼ ହରେକୃଷ୍ଣ ମହତାବ ଜୟନ୍ତୀ ଅବସରରେ :Ommtv Kalinga Vikas
୧୨୬ତମ ଡ଼ ହରେକୃଷ୍ଣ ମହତାବ ଜୟନ୍ତୀ ଅବସରରେ :Ommtv Kalinga Vikas
ଅଦ୍ୟ ତା - ୨୧-୧୧-୨୦୨୫ ରିଖ ଦିନ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଡ଼ ହରେକୃଷ୍ଣ ମହତାବ ଙ୍କର୍ ୧୨୬ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଓଡ଼ିଶାର ପୂର୍ ପଲ୍ଲୀ ରୁ ପାଇକ ଆଖଡ଼ା ଦଳ ପାଇକ ଖେଳ ପ୍ରଦର୍ଶନ କରିବା କୁ ଆସିଥିଲେ ! ଏଥିରେ ସମସ୍ତ ଦଳପତି ମାନଙ୍କୁ ମହତାବ କମିଟି ତରଫରୁ ପ୍ରଶଂସା ପତ୍ର ଓ ଉପହାର ବଣ୍ଟନ କରାଯାଇଥିଲା ! ଆମ ଦୁଦୂରକୋଟ ପାଇକ ଆଖଡ଼ା ତରଫରୁ ଢେଙ୍କାନାଳ ଜିଲ୍ଲା ପାଇକ ସଂଘ ର ସଭାପତି ଶ୍ରୀଯୁକ୍ତ ଦୀପକ କୁମାର ଗଡ଼ନାୟକ( ହାପି ) ଙ୍କୁ ଆଜିର ପ୍ରାଇଜ୍ ବଣ୍ଟନ କରିଥିଲେ ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ମହୋଦୟ ,ପୂର୍ବତନ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଏବଂ ଯୁବ ବିଜେଡି ନେତା ଶ୍ରୀଯୁକ୍ତ ମନ୍ମଥ ରାଉତରାୟ ! ଜୟ ଶ୍ରୀ ଜଗନ୍ନାଥ

