ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ:Ommtv Kalingavikas
ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ:Ommtv Kalingavikas
ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ:Ommtv Kalingavikas

ଭୁବନେଶ୍ୱର 19.7.2025 (ରିପୋର୍ଟ : କୁମାର ): ନିମ୍ବସ୍ ହେଉଛି କଳିଙ୍ଗାୟନ ତୋର୍ଯାତ୍ରାକମ୍ ଦ୍ୱାରା ଆୟୋଜିତ ଦୁଇ ଦିନିଆ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ । ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେ କ୍ଷାଳୟ ରେ ଉଦଘାଟିତ ହୋଇଯାଇଛି ଏହି ଉତ୍ସବ ରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ପ୍ରାୟ ୧୫୦ ଜଣ ନୃତ୍ୟଶିଳ୍ପୀ ନୃତ୍ୟ ଶିଳ୍ପୀ ଏଥିରେ ଅଂଶ ଗ୍ରହଣ କରୁଛନ୍ତି ଓଡିଶା. ଓ ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ ବିଭିନ୍ନ ଅନୁଷ୍ଠାନ ଓ ଶିଳ୍ପୀ ମାନଙ୍କ ଦ୍ୱାରା ଜାଗୃତି ନୃତ୍ୟ ଅନୁଷ୍ଠାନ ପକ୍ଷ ରୁ ଦଳ ଗତ ନୃତ୍ୟ କାଳୀ. ମଙ୍ଗଳା ଚରଣ ନୃତ୍ୟ ପରିବେଷଣ କରିଥିଲେ .ନୃତ୍ୟ ସଂଯୋଜନା କରିଥିଲେ ସରୋଜ କୁମାର ଦେହୁରୀ. କଳିଙ୍ଗାୟନ ତୋର୍ଯ୍ୟ ତ୍ରିକମ ନୃତ୍ୟ ଅନୁଷ୍ଠାନ ପକ୍ଷ ରୁ. ଗୀତ ଗୋବିନ୍ଦ. ଦେଖ ଗୋ.ନୃତ୍ୟ ପରିବେଷଣ କରିଥିଲେ. ନୃତ୍ୟ ସଂଯୋଜନା କରିଥିଲେ ପୁଷ୍ପି ତା ମିଶ୍ର. (ଚଣ୍ଡିଖୋଲ) ବୀଣା ପାଣି କଳା ପିଠ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ବଟୁ. ବସନ୍ତ ପଲ୍ଲବୀ. ଗୀତ ଗୋବିନ୍ଦ.ପରିବେଷଣ କରିଥିଲେ ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ଶ୍ରୀମତି ସୁଚିତ୍ରା ଜେନା. (ବୁର୍ଲା.) କଳା ବିକାଶ କେନ୍ଦ୍ର ନୃତ୍ୟ ଅନୁଷ୍ଠାନ ପକ୍ଷ ରୁ ବସନ୍ତ ପଲ୍ଲବୀ. ରାଜା ଡ୍ୟାନ୍ସ ଷ୍ଟୁଡିଓ ଗ୍ରୁପ ଅନୁଷ୍ଠାନ ପକ୍ଷ ରୁ ଦଳଗତ ନୃତ୍ୟ ମନୱା ପରିବେଷଣ କରି ଦର୍ଶକ ବିମୋହିତ ହୋଇଯାଇଥିଲେ. ନୃତ୍ୟାମ କଳା କ୍ଷେତ୍ର ଅନୁଷ୍ଠାନ ପକ୍ଷ ରୁ ଗୁରୁ ବନ୍ଦନା ନୃତ୍ୟ ପରିବେଷଣ କରିଥିଲେ. ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା,ସହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶକ ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ଉଦ୍ଘାଟନ କରିଥିଲେ । ଭୁବନେଶ୍ବର ଉତ୍ତରର ମାନ୍ୟବର ବିଧାୟକ ସୁଶାନ୍ତ କୁମାର ରାଉତ ସନ୍ଧ୍ୟାରେ ଉପସ୍ଥିତ ରହି ପ୍ରାୟ ୬୦ ଜଣ କଳାକାରଙ୍କୁ ସମ୍ମାନିତ କରିଥିଲେ ।

ଏହି ଉତ୍ସବ ରେ କର୍ପୋରେଟର ଶ୍ରୀମତୀ ମାନସୀ ରାଉତରାୟ, ଟ୍ରଷ୍ଟି ର ଅଧକ୍ଷ ଅଂଶୁମାନ ମିଶ୍ର. ଓଡ଼ିଶୀ ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ର, ମହୋତ୍ସବର ନିର୍ଦ୍ଦେଶକ.. ସେୟାଶ୍ରୀ ପତି ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଆଦ୍ୟାଶା ମିଶ୍ର
