ଜିଲ୍ଲା ପ୍ରଶାସନ ର ଅସହଯୋଗ ସାଜି ପାରିଲା ନାହିଁ ପ୍ରତିବନ୍ଧକ ଜନ୍ମ ମାଟିରେ ପହଁଞ୍ଚିଲେ ମାଟିର ପୁଅ:Ommtv kalinga vikas
ଜିଲ୍ଲା ପ୍ରଶାସନ ର ଅସହଯୋଗ ସାଜି ପାରିଲା ନାହିଁ ପ୍ରତିବନ୍ଧକ ଜନ୍ମ ମାଟିରେ ପହଁଞ୍ଚିଲେ ମାଟିର ପୁଅ
ଭଦ୍ରକ ଜିଲ୍ଲା, ରୁ ନନ୍ଦ କିଶୋର : ଜିଲ୍ଲା ପ୍ରଶାସନ ର ଅସହଯୋଗ ସାଜି ପାରିଲା ନାହିଁ ପ୍ରତିବନ୍ଧକ ଜନ୍ମ ମାଟିରେ ପହଁଞ୍ଚିଲେ ମାଟିର ପୁଅ :-

ଉପରେ ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବନ୍ୟା ସୃଷ୍ଟି ହୋଇ ଧାମନଗର ବ୍ଲକର ଅର୍ଜ୍ଜନପୁର,ହସନାବାଦ୍ ସମେତ ଆଖପାଖ ୭ ରୁ ଅଧିକ ପଞ୍ଚାୟତ ଜଳବନ୍ଦୀ ଥିବା ବେଳେ ଜିଲ୍ଲା ପ୍ରଶାସନ ର ଅସହଯୋଗ ପ୍ରଶାସନିକ ଅଧିକାରୀ ଙ୍କ ଅବହେଳିତ ମନୋଭାବ ବୁଝ ଉପରେ ସାଜିଥିଲା ନଳିତା ବିଡା ହସନାବାଦ୍ ମାଟିର ପୁଅ ଭଣ୍ଡାରିପୋଖରୀ ବିଧାୟକ:- ସଂଜୀବ୍ କୁମାର ମଲ୍ଲିକ ଆଜି ନିଜ ଗାଁ ବା ଜନ୍ମ ମାଟିରେ ପହଁଞ୍ଚି ସାଧାରଣ ଜନତାଙ୍କ ସମସ୍ୟା ପଚାରି ବୁଝିବା ସହ ଧାମନଗର ବିଜୁ ଜନତା ଦଳ ନେତୃମଣ୍ଡଳୀ ତଥା ପୂର୍ବତନ ଧାମନଗର ବ୍ଲକ ଅଧ୍ୟକ୍ଷ, ନିର୍ବାଚନ ମଣ୍ଡଳୀର ନେତା ସମାଜସେବୀ:- ସଞ୍ଜୟ ଦାସଙ୍କ ଅନ୍ୟାନ୍ୟ ବରିଷ୍ଠ ନେତୃତ୍ବ ସହଯୋଗର ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରିବା ସହିତ ହସନାବାଦ୍ ର ସାଧାରଣ ଜନତାଙ୍କ ସୁଖ ଦୁଃଖରେ ସାଥି ହୋଇ ଥିଲି ଅଛି ରହିବି ବୋଲି କହିବା ସହ ହସନାବାଦ୍ ପ୍ରତି ଜିଲ୍ଲା ପ୍ରଶାସନର ଅବହେଳିତ ମନୋଭାବ ର ଜବାବ୍ ଆଗାମୀ ଦିନରେ ସାଧାରଣ ଜନତା ଦେବେ ବୋଲି ମତପ୍ରକାଶ କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ:-ସଂଜୀବ୍ କୁମାର ମଲ୍ଲିକ..
